Nojoto: Largest Storytelling Platform

ଗେହ୍ଲେଇ ମାମାଲି (ଅନୁଶୀର୍ଷକ ରେ ପଢ଼ନ୍ତୁ) (ଭାଗ -୬

  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୮)

(କିଛି ଦଣ୍ଡ ପାଇଁ ମୃତ୍ୟୁ ବି ନିଜକୁ ଲଜ୍ଜିତ ମନେ କରେ,ଆଉ ଜଣେ ମରିବା ଆଗରୁ ଆପଣା ସାମ୍ନାରେ ବାରମ୍ବାର ମରେ)

କ୍ରମଶଃ......... ଡାକ୍ତରଖାନା ରେ ସମସ୍ତ ସାମଲ ପରିବାର ଇତଃସ୍ତତଃ ହେଉଥିଲେ।ଆଖିରେ ଲୁହ ଆଉ ମନରେ ଭୟ ନିଜ ଖେଳ ଖେଳୁଥିଲେ କିନ୍ତୁ ମାମାଲି ଏଥର ଭାଙ୍ଗି ନାହିଁ।ତା ର ବିଶ୍ବାସ ଏବେ ଚରମ ସୀମା ରେ।ତା ଭାଇ ଅତି ଶୀଘ୍ର ଠିକ୍ ହେଇଯିବେ।ଭାଉଜ ଉଠି ବସିବେ ତାକୁ ବିଜୟ ତିଳକ ଲଗାଇ ପଠେଇଦେବେ ଏକ ନୂତନ ଯୁଦ୍ଧ କ୍ଷେତ୍ର କୁ।ବଡ଼ ଭାଇ ତା ଜୀବନର ସବୁଠୁ ବଡ଼ ପ୍ରେରଣା।ତା ପାଠ ପଢ଼ିବା ଠୁ ନେଇ ଜୀବନ ଯୁଦ୍ଧରେ ଲଢ଼ିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେ ସାରଥୀ ସାଜିଛି।

ଗୋଟେ ରୁମ୍ ରେ ଭାଉଜ ଆଉ ଗୋଟେ ରୁମ୍ ରେ ଭାଇ।ନିଜ ମନକୁ ଯେତେ ଦମ୍ଭ ଦେଲେ ବି ବେଳେ ବେଳେ ସେଇ ଦମ୍ଭ ଭୟରେ ଆପେ ଆପେ ମିଳେଇ ଯାଉଛି କିନ୍ତୁ ମାମାଲି ନିଜ ଆସ୍ଥା ଆଉ ବିଶ୍ୱାସ ର ଶୀତଳ ଛାୟା ପ୍ରଦାନ କରି ପୁଣି କଠିନ କରି ଦେଉଛି ତା ତରଳ ହୃଦୟକୁ।

ଭାଉଜ ରୁମ୍ ରୁ ଡାକ୍ତର ବାହାରି ଆସିଲେ।ଭାଉଜ ରୁମ୍ ପାଖରେ ସାନ ଭାଇ ଆଉ ମାମାଲି ଜଗି ଥାଆନ୍ତି, ବାକି ସମସ୍ତେ ଭାଇ ରୁମ୍ ପାଖରେ।
ଡାକ୍ତର ଙ୍କୁ ଦେଖିବା ମାତ୍ରେ ମାମାଲି ଆଉ ବିଳମ୍ବ ନ କରି ତାଙ୍କ ପାଖକୁ ଦଉଡ଼ି ଗଲା।
ଆଜ୍ଞା ମୋ ଭାଉଜ..
She is absolutely fine