ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା ଏକ ଛଦ୍ମ ବେଶୀ ପ୍ରହେଳିକା.. ଏହାକୁ ବୁଝିବା.. ଏହାକୁ ଜିଇଁ ବା.. କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,, କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,, ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ ବୁଣି ଚାଲେ ସ୍ୱପ୍ନ ର ବଗିଚା... ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ.. ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ ଅବାସ୍ତବତାର ସ୍ପର୍ଶ.............. ଖୁଵ ନିଆରା... ହଁ,,ଖୁଵ ନିଆରା.... ©Kalpalata Kanungo ନିଆରା ପୃଥିବୀ