Nojoto: Largest Storytelling Platform

ସେ ଗର୍ଭରେ ସ୍ବପ୍ନ ବୁଣେ ଆଉ ତା ପାଇଁ ଏଠି ମୃତ୍ୟୁ ର ବିଛ

ସେ ଗର୍ଭରେ ସ୍ବପ୍ନ ବୁଣେ
ଆଉ ତା ପାଇଁ ଏଠି 
ମୃତ୍ୟୁ ର ବିଛଣା ସଜା
ଝିଅ ପାଇଁ କୋଳ ନାହିଁ
ଝିଅ ପାଇଁ ଝୁଲଣ ନାହିଁ 
ଯଦି ସବୁ ଅନ୍ତେ 
ମୃତ୍ୟୁ କୁ ମାତ ଦିଏ
ତାକୁ ନିଲାମ କରିବା ପାଇଁ
ବଜାର ବସାନ୍ତି ସୌଦାଗର
ହଁ ଗର୍ଭରେ ନାହିଁ ତାର ଅଧିକାର Source- Pinterest
#yqbhaina
#ମହାତପା 
#ମହାକଥା 
#yqodia
ସେ ଗର୍ଭରେ ସ୍ବପ୍ନ ବୁଣେ
ଆଉ ତା ପାଇଁ ଏଠି 
ମୃତ୍ୟୁ ର ବିଛଣା ସଜା
ଝିଅ ପାଇଁ କୋଳ ନାହିଁ
ଝିଅ ପାଇଁ ଝୁଲଣ ନାହିଁ 
ଯଦି ସବୁ ଅନ୍ତେ 
ମୃତ୍ୟୁ କୁ ମାତ ଦିଏ
ତାକୁ ନିଲାମ କରିବା ପାଇଁ
ବଜାର ବସାନ୍ତି ସୌଦାଗର
ହଁ ଗର୍ଭରେ ନାହିଁ ତାର ଅଧିକାର Source- Pinterest
#yqbhaina
#ମହାତପା 
#ମହାକଥା 
#yqodia