Nojoto: Largest Storytelling Platform

ମନର ନିଆଁ ଯେତେବେଳେ ହୁ ହୁ ହୋଇ ଜଳେ ସେତେବେଳେ ସେ ଆଉ କ

  ମନର ନିଆଁ ଯେତେବେଳେ ହୁ ହୁ ହୋଇ ଜଳେ ସେତେବେଳେ ସେ ଆଉ କାହା କଥାକୁ ପ୍ରତ୍ୟାଖାନ କରେ କାରଣ ସେ ଜାଣିଥାଏ ଯିଏ ତା ମନରେ ନିଆଁ ଲଗାଇଛି ସେ ତା ମନର ନିଆଁକୁ ଅତି ସହଜେ ଲିଭେଇ ପାରିବନି ହେଲେ ଗୁମ ମାରି ବସି ସବୁ ଦୁଃଖ ଭୁଲିବାକୁ ଚେଷ୍ଟା କରିବ

©Diptimayee Nayak
  #ମନ #ନିଆଁ #viral #Trading #odiawritings #odianojoto #ମୋମନରକଥା

#ମନ #ନିଆଁ #viral #Trading #odiawritings #odianojoto #ମୋମନରକଥା #କବିତା

27 Views