White ତୁମକୁ ମୁଁ ଗୋଲାପ ଦେଲି କଣ୍ଟା ବଦଳରେ ତୁମକୁ ସକାଳ ଦେଲି ରାତି ବଦଳରେ ତୁମକୁ ହସ ଦେଲି ଲୁହ ବଦଳରେ ସମୁଦ୍ର କୁ ପାରି ହେବା ପାଇଁ ଉଦ୍ୟମ କରୁଛି ମୁଁ ତୁମ ସ୍ମୃତି ର ନଉକାରେ। #ଶୁଭ ସକାଳ # ©Joy Krishna Behera ସଂଯୁକ୍ତା