Nojoto: Largest Storytelling Platform

(ଅନୁଶୀର୍ଷକ ରେ ପଢ଼ନ୍ତୁ) Jyotshna rani sahu ସ୍ନେହର

(ଅନୁଶୀର୍ଷକ ରେ ପଢ଼ନ୍ତୁ)


Jyotshna rani sahu ସ୍ନେହର ବୁନ୍ଦେ ପାଇ
ବହାଏ ପ୍ରେମର ସାଗର
ଶିକ୍ଷାର ପ୍ରମାଣ ପତ୍ର ବିନା ବି
କେମିତି ଯେ ଜ୍ଞାନର ଭଣ୍ଡାର।

ଧର୍ଯ୍ୟ ର ସୀମା  ଲଙ୍ଘେ
ଦେଖି ଦୂରରୁ ବିପଦ ସନ୍ତାନର
ପ୍ରେମ ତୁଲାଏ ପ୍ରେମିକା ହେଇ
(ଅନୁଶୀର୍ଷକ ରେ ପଢ଼ନ୍ତୁ)


Jyotshna rani sahu ସ୍ନେହର ବୁନ୍ଦେ ପାଇ
ବହାଏ ପ୍ରେମର ସାଗର
ଶିକ୍ଷାର ପ୍ରମାଣ ପତ୍ର ବିନା ବି
କେମିତି ଯେ ଜ୍ଞାନର ଭଣ୍ଡାର।

ଧର୍ଯ୍ୟ ର ସୀମା  ଲଙ୍ଘେ
ଦେଖି ଦୂରରୁ ବିପଦ ସନ୍ତାନର
ପ୍ରେମ ତୁଲାଏ ପ୍ରେମିକା ହେଇ