White ଅନ୍ଧାର ପଚାରିଲା ଯୋଡହସ୍ତରେ ହେ ସୂର୍ଯ୍ୟ କାହିଁକି ତୁମେ ଯୁଦ୍ଧ କର ମୋର ସାଙ୍ଗ ରେ ସୂର୍ଯ୍ୟ କହିଲା ବଜ୍ରଘୋଷରେ ମୋ ଆଲୋକରେ ତୁ ସବୁ ଦେଖିପାରୁ ସ୍ପଷ୍ଟ ଭାବରେ ମାତ୍ର ମୁଁ କିଛି ଦେଖିପାରେ ନାହିଁ ଅନ୍ଧାର ଭିତରେ। #ଶୁଭ ସକାଳ # ©Joy Krishna Behera ସୂର୍ଯ୍ୟ ଓ ଅନ୍ଧାର