a-person-standing-on-a-beach-at-sunset କବିତାରେ ଯୁକ୍ତନାହିଁ ବିଯୁକ୍ତ ବି ନାହିଁ କବିତା ସବୁବେଳେ ସ୍ୱୟଂ ସମ୍ପୂର୍ଣ୍ଣ ବାସ୍ତବ ଓ ସ୍ୱପ୍ନର ମିଳନ କବିତାର ଶବ୍ଦଟିଏ ଯେବେ ମଣିଷ ର ମନ ହରିନିଏ ସେ ଶବ୍ଦ ଟି ଶବ୍ଦ ନୁହେଁ ବରଂ କବିତା ଟିଏ। #ଶୁଭ ସକାଳ # ©Joy Krishna Behera କବିତା