Nojoto: Largest Storytelling Platform

ନିଜ ହସର କାରଣ ଅନ୍ୟ କେହିଜଣେ ହୋଇଥାଏ ହେଲେ ସେହି ଅନ୍ୟ ଜଣ

ନିଜ ହସର କାରଣ ଅନ୍ୟ କେହିଜଣେ ହୋଇଥାଏ
ହେଲେ ସେହି ଅନ୍ୟ ଜଣକ ଯଦି ଜାଣି ଜାଣି କଷ୍ଟ ଦିଏ
ତେବେ ଏ ମନ ସମ୍ପୂର୍ଣ୍ଣ ଭାଙ୍ଗିପଡେ
ସେଥିପାଇଁ ମୁଁ କୁହେ
ନିଜ ହସର କାରଣ ନିଜେ ଵନିଯାଅ
ଦେଖିବ ସାରା ଜୀବନ ତମ ଓଠରେ ଏଇ ହସ ଉଦ୍ଜୀବିତ ରହିଥିବ

©Diptimayee Nayak
  #lonelynight #hasa #motivational #anuchinta