Nojoto: Largest Storytelling Platform

ଅନେକ ଉହୁ କୁ ଟିକିଏ କୁହୁ ନଦୀଏ ଜହର ବିନ୍ଦୁଏ ମହୁ। ମିଛ

ଅନେକ ଉହୁ କୁ ଟିକିଏ କୁହୁ
ନଦୀଏ ଜହର ବିନ୍ଦୁଏ ମହୁ।

ମିଛ ସମ୍ପର୍କର ସତ ଛଳନା
କହିହୁଏନା କି ସହି ହୁଏନା।

ମୋ ନିରୀହତା ତୋ ପ୍ରତାରଣା
ପ୍ରଣୟ ଶେଜର କଣ୍ଟା ବିଛଣା।

ତୋ ବଦନାମୀ ଗଳି ସରଗ ହେଉ
ମୋ ସତ ନଅର କଳଙ୍କ ନାଉଁ।

ତୁ ମିଛରେ କାନ୍ଦୁ ମୁଁ ହସେ ମିଛେ
ସବୁ କଥା ଥାଉ ପରଦା ପଛେ। ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି।

#ପରଦାପଛରେଅନେକକଥା #collab #yqbhaina #yqodia #munodia  #YourQuoteAndMine
Collaborating with YourQuote Bhaina

jsjyoti4097

JS Jyoti

New Creator