Nojoto: Largest Storytelling Platform

ତୁ ନାହୁଁ ଯେମିତି ଲାଗେ ଏକା, ଚନ୍ଦ୍ରମା ବିନା ରାତି , ଯେ

ତୁ ନାହୁଁ 
ଯେମିତି ଲାଗେ ଏକା,
ଚନ୍ଦ୍ରମା ବିନା ରାତି ,
ଯେପରି ଲାଗେ ଫିକା ।
ତୁ ନାହୁଁ
ମନେ ହୁଏ; 
ସତେ ଯେପରି
ଅଭାବ କିଛି ରହିଯାଇଛି
ଏ ହୃଦୟରେ।
ତୁ ନାହୁଁ ,
ହେଲେ ଅଛନ୍ତି ସମସ୍ତେ ,
ଆଉ ଖୁସିର କଥା
ତୁ ବି ଅଛୁ;
ସତେ ଯେପରି 
ଶୂନ୍ୟତାକୁ ମୋର 
ଦେବାକୁ ଏକ ନୂତନ ସଂଜ୍ଞା। Hello Resties! ❤️

With October, we have brought to you, our #RZInktober, a chance to combine your writing with art. :) 

Collab on our #rzinktober1 and let your words embrace the background! 😊

Best ones will be featured on our Instagram page (link in bio ❤️)

alokranjan1775

K Bilasen

New Creator

Hello Resties! ❤️ With October, we have brought to you, our RZInktober, a chance to combine your writing with art. :) Collab on our rzinktober1 and let your words embrace the background! 😊 Best ones will be featured on our Instagram page (link in bio ❤️)