Nojoto: Largest Storytelling Platform

White ଆଗ୍'ରୁ- ଜାନ୍ ଯାଉ ହେଲେ ମାନ୍ ଥାଉ.... ଆର୍ ଇଜ

White ଆଗ୍'ରୁ- 
ଜାନ୍ ଯାଉ ହେଲେ 
ମାନ୍ ଥାଉ....
ଆର୍ 
ଇଜତ୍ ଥାଇ ମର୍'ମି ବଏଲେ 
ରହେବା ନାଆଁ ର୍ ଭାଉ।

ଇ ଜମାନା ରେ- 
ମାନ୍ ଗଲେ ପଛେ ଯଉରେ ବୁଆ 
ଜୀବନ୍'ଟା ମୋର୍ ଥାଉ,
ଜିବନ୍ ଥିଲେ ପଏସା ବଲେ 
କମାମି ଗୁର୍ଦୁ ଭାଉ, 
ଯାର୍ ପଏସା ସେ ନ ରଜା , 
ଯେ ଯାହା ହଉଛେ ହଉ....।

©ଶ୍ରଦ୍ଧାଶିଷ୍...... ଜାନ୍ କି ମାନ୍
White ଆଗ୍'ରୁ- 
ଜାନ୍ ଯାଉ ହେଲେ 
ମାନ୍ ଥାଉ....
ଆର୍ 
ଇଜତ୍ ଥାଇ ମର୍'ମି ବଏଲେ 
ରହେବା ନାଆଁ ର୍ ଭାଉ।

ଇ ଜମାନା ରେ- 
ମାନ୍ ଗଲେ ପଛେ ଯଉରେ ବୁଆ 
ଜୀବନ୍'ଟା ମୋର୍ ଥାଉ,
ଜିବନ୍ ଥିଲେ ପଏସା ବଲେ 
କମାମି ଗୁର୍ଦୁ ଭାଉ, 
ଯାର୍ ପଏସା ସେ ନ ରଜା , 
ଯେ ଯାହା ହଉଛେ ହଉ....।

©ଶ୍ରଦ୍ଧାଶିଷ୍...... ଜାନ୍ କି ମାନ୍