Nojoto: Largest Storytelling Platform

ଆକାଂକ୍ଷିତ ସପନର ଦୁର୍ବାର ଆଶାରେ ଅପେକ୍ଷାରେ ମ୍ରିୟମାଣ ନ


ଆକାଂକ୍ଷିତ ସପନର ଦୁର୍ବାର ଆଶାରେ
ଅପେକ୍ଷାରେ ମ୍ରିୟମାଣ ନେତ୍ର ପଲକରେ,
ପ୍ରତିଜ୍ଞାବଧ ନିଦଗୁଡ଼ା ଦୂରେ ଯାନ୍ତି ଚାଲି
ତଥାପି ମୁଁ ପ୍ରତୀକ୍ଷିତ ଆସିବେ ସେ ବୋଲି,

ଚାହିଁ ଚାହିଁ ଖାଲି କୋହେ ଭରେ ଏଇ ଛାତି
ହାୟ ମୋର ରାତି !!! #ହାୟମୋରରାତି #yqbhaina #yqodia #odiawritings #odiaquotes #muodia #jsjyoti

ଆକାଂକ୍ଷିତ ସପନର ଦୁର୍ବାର ଆଶାରେ
ଅପେକ୍ଷାରେ ମ୍ରିୟମାଣ ନେତ୍ର ପଲକରେ,
ପ୍ରତିଜ୍ଞାବଧ ନିଦଗୁଡ଼ା ଦୂରେ ଯାନ୍ତି ଚାଲି
ତଥାପି ମୁଁ ପ୍ରତୀକ୍ଷିତ ଆସିବେ ସେ ବୋଲି,

ଚାହିଁ ଚାହିଁ ଖାଲି କୋହେ ଭରେ ଏଇ ଛାତି
ହାୟ ମୋର ରାତି !!! #ହାୟମୋରରାତି #yqbhaina #yqodia #odiawritings #odiaquotes #muodia #jsjyoti
jsjyoti4097

JS Jyoti

New Creator