Nojoto: Largest Storytelling Platform

ପ୍ରକୃତି ରୁ ଗଢ଼ା ସଭିଙ୍କ ପ୍ରକୃତି; ପ୍ରକୃତିସ୍ଥ ହେଇ ମନ,

ପ୍ରକୃତି ସହିତ ବୁଝାମଣା କରି ବଞ୍ଚିବା ମାନେ ଜୀବନ,
ନିଜର ପ୍ରକୃତି ଛାଡ଼ି ଯିଏ ଶୁଏ ପ୍ରକୃତି ମାତା ର କୋଳେ;
ତା ପ୍ରକୃତି ମିଶେ ପ୍ରକୃତି ଗର୍ଭ ରେ ପ୍ରକୃତରେ ସେଇ ଦିନ ।
@suvam@

©Saipada Brajamohan ପ୍ରକୃତି #odia #thought #Nature