lovefingers ମୁଁ ଯେ ଏକ ଅସ୍ଥିର ମନ ଯୌବନ ମୋ ହୁଏ ଉଚ୍ଛନ୍ନ ମୁଁ ଯେ ଏକ ଗଙ୍ଗଶିଉଳି ପାଦ ମୋର ଯାଉଛି ଟଳି ।। ମୁଁ ଗୋଟିଏ ସଜ ଗୋଲାପ ମୋ ମନରେ ପ୍ରେମ ଆଳାପ ହୃଦୟ ମୋ ଉଡନ୍ତା ପକ୍ଷୀ କିଏ କେବେ ନେବ ଲୋ ଡାକି ।। ମୁଁ ଗୋଟିଏ ଅଳସି ଜହ୍ନ ମୋ ଦେହେ ପ୍ରେମର ଚିହ୍ନ ମୁଁ ଏକ ସରମି ଲତା କବି ଲେଖେ ଲକ୍ଷେ କବିତା ।। ©℘ųཞŋą ƈɧąŋɖཞą ཞąŋą #lovefingers#Sayari