Nojoto: Largest Storytelling Platform

ସମସ୍ତ ସାହିତ୍ୟ ସାଧକ ଙ୍କୁ ହୃଦୟରୁ ପ୍ରଣାମ ଆଉ ସମ୍ମାନ।ଏହ

ସମସ୍ତ ସାହିତ୍ୟ ସାଧକ ଙ୍କୁ ହୃଦୟରୁ ପ୍ରଣାମ ଆଉ ସମ୍ମାନ।ଏହି ମଞ୍ଚ ମୋ ଭଳି ଲେଖିକା ର ଜନ୍ମ ସ୍ଥାନ।ମୁଁ ଏଠି ଜନ୍ମ ଗ୍ରହଣ କରିଛି ଆଉ ଆଜି ହୁଏତ ଲେଖିକା ହିସାବ ରେ ମୋର ମୃତ୍ୟୁ ବି ଏଠି ହେବ।କେବଳ ଏଇ ମଞ୍ଚ ରୁ ନୁହଁ ହୁଏତ ଆଜି ଗୋଟେ ଲେଖିକା ସମ୍ପୂର୍ଣ୍ଣ ମୃତ ହେବ।ଏହା ମୋ ପରିବାର,ମୁଁ ଏହାକୁ ଦ୍ଵିତୀୟ ପରିବାର ନୁହଁ ବରଂ ମୋ ପରିବାର ର ଅଂଶ ଭାବି ଆସିଛି।ବହୁତ୍ ଭଲ ପାଏ ସଭିଙ୍କୁ।ଏ ମଞ୍ଚ ଛାଡ଼ିବା ମୋ ପାଇଁ ମରଣ ତୁଲ୍ୟ କଷ୍ଟ ହେବ।ଯିଏ ଲେଖା କଣ ଜାଣି ନ ଥିଲା ଆଜି ଲେଖି ଶିଖିଲା କେବଳ ଏଇ ମଞ୍ଚ ଆଉ ସବୁ ଉତ୍ସାହିତ କରୁଥିବା ଲେଖକ ଲେଖିକା ଙ୍କ ପାଇଁ।ମୁଁ ଭାଇନା ଙ୍କୁ ପୂଜନୀୟ ଭାବେ ଆଉ ଜୀବନ ସାରା ଭାବିବି।ଗୋଟେ ମୂରବୀ ହିସାବରେ ସେ ସମ୍ମାନନୀୟ।ହେଲେ କିଛି ସମାଧାନ ହେବା ପରିବର୍ତ୍ତେ ଏଠି ଆକ୍ଷେପ ଉପେକ୍ଷା ଚାଲେ।ମୁଁ ବହୁତ୍ କମ୍ ପଶେ ଏ ଭିତରେ କିନ୍ତୁ କିଛି ଘଟଣା କାଲି ର ମତେ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି।

ଆଜି ପରେ ମୁଁ ମୋ ସବୁ ସମ୍ମାନ ଆଉ ଭଲ ପାଇବା ହରେଇ ଦେଇ ପାରେ।କିନ୍ତୁ ମତେ ଏ ପଦକ୍ଷେପ ନେବାର ଥିଲା।ସମସ୍ତଙ୍କୁ କ୍ଷମା ଆଉ ସେଇ ଭଲ ପାଇବା ଜୀବନ ସାରା।
👇👇👇👇👇👇👇👇👇👇👇👇👇👇 YourQuote Bhaina ମତେ କ୍ଷମା କରିବେ ଭାଇନା🙏🙏🙏🙏🙏🙏।କାଲି ଯାହା ଘଟଣା ହେଲା ଗୋଟେ ଲେଖକ ରବୀନ୍ଦ୍ର କୁମାର ସାହୁଙ୍କ ଲେଖା କୁ ନେଇ ମତେ ନିଜକୁ ଦୋଷୀ ଲାଗୁଛି।ସେ ଚାରି ବର୍ଷ ଆଗରୁ ଏ ମଞ୍ଚରେ ଲେଖନ୍ତି ହେଲେ ଏଇ ଅଳ୍ପ ଦିନ ହେଲା ଏଠି ମୋ କହିବା ରେ ଓଡ଼ିଆ ଲେଖି ଥିଲେ ।ସେ ବହୁତ୍ ନୋବେଲ ଇତ୍ୟାଦି ବି ଲେଖନ୍ତି ,ଆଉ ମୁଁ ମାମାଲି ଉପନ୍ୟାସ କେବଳ ତାଙ୍କ ସହଯୋଗ ରେ ଲେଖିଲି।ସେ ଏଠି ବହୁତ୍ ଜଣଙ୍କୁ ପ୍ରୋତ୍ସାହିତ କରନ୍ତି ଆଉ ମତେ ମଧ୍ୟ।ମୁଁ କାହା ପକ୍ଷ ରେ କହୁନି କିନ୍ତୁ ମୋ ପାଇଁ ସେ ଏ ଭିତରେ ପଡ଼ିଲେ ମୁଁ ଦୋଷୀ।ଏଠି ବରିଷ୍ଠ ଲେଖକ ଏମିତି କି ଆପଣ ମଧ୍ୟ କେତେ ପ୍ରୋତ୍ସାହିତ କରନ୍ତି ବ୍ୟକ୍ତିଗତ ଭାବରେ କୁହନ୍ତୁ?ଲେଖକ ଶିଖିବା ପାଇଁ ସମୟ ଲାଗେ।ମୋ ଗୋଟେ ବନ୍ଧୁ ଆପଣଙ୍କ ଲାଇକ୍ ପାଇଁ ଗୋଟେ ବର୍ଷ ଲେଖି ଥିଲା,ବେଶୀ ଖରାପ ଲେଖେନି କିନ୍ତୁ ମଧ୍ୟମ ଧରଣର ଲେଖାକୁ ଉତ୍ସାହିତ କଲେ ତାହା ଦିନେ ଶ୍ରେଷ୍ଠ ହେବ।ନୂତନ ଲେଖକ ପ୍ରୋତ୍ସାହନ ନ ପାଇ ଲେଖିବା ବନ୍ଦ୍ କରିଦିଏ।କିନ୍ତୁ ରବୀନ୍ଦ୍ର ତାଙ୍କ ସକ୍ଷ ହିସାବ ରେ ସେ ଭାର ତୁଲେଇ ଥିଲେ।ଆଜି ମଞ୍ଚ ଛାଡ଼ିବା ପରେ ମୁଁ ତାଙ୍କ ଭଳି ଆଦର୍ଶ ଙ୍କୁ ବି ହରେଇ ଦେବି ଯେ ହେତୁ ମୁଁ ଏଇ ମଞ୍ଚ ରୁ ହିଁ ସଭିଙ୍କୁ ପାଇଛି।ମୁଁ କହିବି ଏଠି ସମ୍ପର୍କ ବି ଜରୁରୀ,ଆଉ ସମସ୍ତେ ସମ୍ପର୍କ କୁ ଦେଖନ୍ତି କିଛି ଲେଖକ କେବଳ ସମ୍ପର୍କ ଦେଖି ପଢ଼ନ୍ତି।ଭାଇନା ମୁଁ କେବେ କିଛି କହିନି,କିନ୍ତୁ ଏଠି ନିଜ ପ୍ରଶ୍ନ ର ବି ଉତ୍ତର ଆଉ ସମାଧାନ ମିଳିନି ବହୁତ୍ ସମୟ।ଲେଖକ ତ ଲେଖକ ବଡ଼ ଲେଖକ ଆଉ ଛୋଟ ଲେଖକ କଣ?ସମସ୍ତେ ଶିକ୍ଷିତ କିନ୍ତୁ କାହିଁକି ଏ ଉପେକ୍ଷିତ ଭାବନା?କାହିଁକି ସମସ୍ତଙ୍କୁ ଏକା ଭଳିଆ ଭଲ ପାଇବା ନୁହଁ?କାହିଁକି ଜଣକ ପାଇଁ ଆଉ ଜଣେ କହିବ।କାହିଁକି ସମାଧାନ ଜାଗାରେ ଯୁଦ୍ଧ ଚାଲିଛି ପୁଣି ମା ସରସ୍ଵତୀ ଙ୍କ ମଞ୍ଚରେ।ମୁଁ କିଏ ଭୁଲ୍ ଠିକ୍ କହିବା ଆଗରୁ ଖାଲି ଏତିକି କହିବି ସମାଧାନ ନ କରିବା ଭୁଲ୍।
କାଲି ମୁଁ Ananya Nayak ଙ୍କୁ ବି ସମାଧାନ ପାଇଁ କହିଥିଲି ହେଲେ ମୋ ମତାମତ ଏତେ ବୃଥା ଥିଲା ଯେମିତି ମୁଁ କାହା ସାଙ୍ଗରେ କଥା ହେବାକୁ ଯୋଗ୍ୟ ହିଁ ନୁହଁ।ହେଲେ କାହିଁକି?ଥରେ ଚେଷ୍ଟା କର କଥା ହେବାକୁ ଆମେ ବି ମଣିଷ ଆମେ ବି ଲେଖକ।ଆଉ ଲେଖା ବି ଭିନ୍ନ ହେଇ ପାରେ।ଗୋଟେ ଲେଖାର ଭିନ୍ନ ଅର୍ଥ ଆଉ ଭିନ୍ନ ଭିନ୍ନ ପାଠକ ପାଇଁ ଭିନ୍ନ ଅର୍ଥ ହେଇପାରେ।ଭିନ୍ନ ଦୃଷ୍ଟି କୋଣ ହେଇ ପାରେ।ଏସବୁ ଆମେ ଆଗ ନିଜେ ବୁଝିବା ପାଇଁ ଚେଷ୍ଟା କରିବା।ନିଜ ବୁଦ୍ଧି ଆଗ ଜାଗ୍ରତ କରି ନିଜ ଦୃଷ୍ଟି କୋଣ ହିସାବ ରେ ଦେଖିବା।ମୁଁ ଶେଷରେ ଅପମାନ ରେ delete କଲି।
ଆଉ ମୁଁ ନିଶ୍ଚୟ ଭୁଲ୍ ନୁହଁ Binesh Samal ଙ୍କ ଆଜିର ଲେଖା କଣ ପାଇଁ ଥିଲା ମୁଁ ଠିକ୍ ବୁଝି ପାରିଲି।ଲେଖକ ଙ୍କୁ ନେଇ ଲେଖିବା ଏମିତି ଯଦି ଠିକ୍ ତାହେଲେ କାଲି କାହିଁକି ଭୁଲ୍ ହେଲା ରବୀନ୍ଦ୍ର ଙ୍କ?ମତେ ମର୍ମାହତ କଲା ଆପଣଙ୍କ ଏ ଲେଖାଟି।ମତେ ସମସ୍ତେ ଭୁଲ୍ ବୁଝିବେ ମୁଁ ଜଣଙ୍କ ପାଇଁ କହୁଛି ଭାବି କି କିନ୍ତୁ ଏସବୁ ମତେ ଲାଗୁଛି ଲେଖକ ହିସାବରେ ମୋର ଅପମାନ।ମୁଁ ଆପଣଙ୍କୁ ଆଗରୁ କହିଛି ଆପଣ ମୋ ଆଦର୍ଶ ଆଉ ପ୍ରେରଣା binesh ସାମଲ 🙏🙏ହେଲେ ଆପଣ ବି କଥା ହେଇ ପାରି ଥାଆନ୍ତେ ଭଲ ସେ।ଆପଣ ସଭିଙ୍କ ପାଇଁ ଆଜି ମୁଁ ସଭିଙ୍କୁ ହରେଇଲି। ଆଛା ମତେ କହିବେ ମତେ କେତେଥର ପ୍ରୋତ୍ସାହିତ କରିଛନ୍ତି।ମୁଁ ଆପଣଙ୍କ ସବୁ ପଢ଼େ ମତାମତ ରଖେ ହେଲେ ଆପଣ ମୋ ଲେଖାରେ ଭୁଲ୍ କି ଠିକ୍ କେତେଥର ମତାମତ ରଖିଛନ୍ତି?ନା,ମୁଁ ଯୋଗ୍ୟ ହିଁ ନୁହଁ।ଏଠି ଯୋଗ୍ୟତା କେବଳ ସମ୍ପର୍କ।ହେଲେ ମୁଁ ଆଜି ସେ ସବୁ ସମ୍ପର୍କ ହରେଇ ଦେଲି।ମୁଁ ଯାହା ପାଇଥିଲି ଏଠୁ ବେଶୀ ହରେଇକି ଯାଉଛି।କାଲି ରାତି ସାରା ସୋଇନି ମୁଁ।କାହାକୁ ପ୍ରଶଂସା କରିବା ଆଗରୁ ସମାଲୋଚନା ଆଉ ପୁଣି ଶେଷରେ ସମାଧାନ ବଦଳରେ କଟାକ୍ଷ।

ସମସ୍ତେ ଆଜି ମତେ ବହୁତ୍ ରାଗିବେ ମୁଁ ବାଧ୍ୟ।ହୁଏତ ମୋର ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ କିଛି ମାତ୍ରା ରେ ସହାୟକ ହେବ।ସଭିଙ୍କ ପଢ଼ନ୍ତୁ ଆଜ୍ଞା ଆପଣ।ଦେଖିବେ ଏହା କଳାକାର ର ଖଣି।ଏହାକୁ ପ୍ରଦୂଷିତ ନ କରି ସାହିତ୍ୟ ସାଧନା ଭାବି ଆମେ ପୂଜା କରିବା।

ସମସ୍ତଙ୍କ ପାଇଁ ମୋ ଭଲ ପାଇବା ଆଉ ଜୀବନରେ କାହାକୁ ବି ଭୁଲିବି ନାହିଁ ଏତେ ବେଶୀ ଭଲ ପାଇବା ସାଉଁଟି ନେଉଛି ଏଠୁ।