Nojoto: Largest Storytelling Platform

# ''ପଲକ ନଇଁଲେ ପାଲିଙ୍କି ଆସିବ | English Shayar

''ପଲକ ନଇଁଲେ ପାଲିଙ୍କି ଆସିବ
            ମୁଁ ଥିବି ବରବେଶେ
ସବାରିଟା ତୁମ ସଜ ହୋଇଥିବ
           ବାଟ ରହିଥିବ କୋଶେ,
ସପନ ଫୁଲର ଗଜରାରେ ତୁମ
               ଓଢଣୀ ମହକୁ ଥିବ
ପଲକେ ନିଦରେ ତୁମେ ଆସୁଥିବ
              କୁଆଁତାରା ବୁଡୁଥିବ'' ।।

''ପଲକ ନଇଁଲେ ପାଲିଙ୍କି ଆସିବ ମୁଁ ଥିବି ବରବେଶେ ସବାରିଟା ତୁମ ସଜ ହୋଇଥିବ ବାଟ ରହିଥିବ କୋଶେ, ସପନ ଫୁଲର ଗଜରାରେ ତୁମ ଓଢଣୀ ମହକୁ ଥିବ ପଲକେ ନିଦରେ ତୁମେ ଆସୁଥିବ କୁଆଁତାରା ବୁଡୁଥିବ'' ।। #Shayari #Belabhumi

8,279 Views