Nojoto: Largest Storytelling Platform

ତୁମ ସହ ବସି ଦୁଇ କପ୍ କଫି ପିଇବାର ମିଠାସ୍ ବେଶ୍ ନିଆରା କଫ

ତୁମ ସହ ବସି ଦୁଇ କପ୍ କଫି ପିଇବାର ମିଠାସ୍ ବେଶ୍ ନିଆରା
କଫି ପିଇବା କେବଳ ଗୋଟେ ବାହାନା 
ସତକଥା ହେଉଛି ତୁମ ସହ କିଛି ମୂହୁର୍ତ୍ତ ଅତିବାହିତ କରିବା !
ଜାଣେନା କାହିଁକି ତମ ଉପସ୍ଥିତି ମତେ ଶତ ସିଂହର ବଳରେ ବଳିୟାନ କରିଦିଏ
 ,ଆଉ ମୁଁ ସବୁକିଛି ଭୁଲିଯାଏ !

©Rajguru #morningcoffee #Rajguru  singar Dilkhush Deewana Shailendra Khatkar BOND Ravi singh007 Ram sevak Mukesh choudhary

rajguru7213

Rajguru

Bronze Star
New Creator