ଯଦି ଜଣେ ଝୁଣ୍ଟି ପଡ଼େ, ତାହେଲେ ତାକୁ ଉଠେଇବା ପାଇଁ ସାହାଯ୍ୟର ହାତ ଦିଅ, ସେ କେଉଁ କାରଣ ରୁ ପଡ଼ିଗଲା ସେ କଥା ଶୁଣାଅନି; ତା' ର ଚାଲିବାର ଚେଷ୍ଟା ରେ ଯଦି ତୁମେ ସାହାରା ହେଇନଥିଲ ତେବେ ତା' ର ପଡ଼ିବାର କଷ୍ଟ କୁ ବଢେଇବାର କୌଣସି ଅଧିକାର୍ ତୁମର ନାହିଁ । @suvam@ ©Saipada Brajamohan ଯଦି ଜଣେ ଝୁଣ୍ଟି ପଡ଼େ #odia #shayari #Nojoto #saipadabrajamohan