Nojoto: Largest Storytelling Platform

ଅଜାଣତରେ ଯେଉଁ ଭୁଲ ହୋଇଥାଏ , ତାହାକୁ କ୍ଷମାକରାଯାଇପାରେ ,

ଅଜାଣତରେ ଯେଉଁ ଭୁଲ ହୋଇଥାଏ ,
ତାହାକୁ କ୍ଷମାକରାଯାଇପାରେ ,
କିନ୍ତୁ ଜାଣତରେ ଯେଉଁ ଭୁଲକୁ ବାରମ୍ବାର ଦୋହରାଯାଏ,
 ତେବେ ପଶ୍ଚାତାପ ବ୍ୟତୀତ
ଅନ୍ୟକିଛି ଆଶା ପୋଷଣ କରିବା ମୁର୍ଖାମୀ !!

©Rajguru #କ୍ଷମା #Rajguru #nojofamily #nojoodia  AJAY ROCK STAR Nandu Raj Dr. Sakshi S k pareek anokhi singh

rajguru7213

Rajguru

Bronze Star
New Creator