Nojoto: Largest Storytelling Platform

ଲାଜେଇ ଲାଜେଇ ଉଠାଇଛ ଫଟୋ କାମୁଡି ନିଜର କୋମଳ ଓଠ ! କଣେଇ

ଲାଜେଇ ଲାଜେଇ ଉଠାଇଛ ଫଟୋ
କାମୁଡି ନିଜର  କୋମଳ ଓଠ !
କଣେଇ କଣେଇ ଚାହିଁଛ ଅନାଇ
ନ କହି କିଛି , ହୃଦୟ ନେଇଛ ଚୋରାଇ !
ଉନ୍ମୁକ୍ତ ରଖିଛ ଘନ କେଶ ରାଶି
ଜହ୍ନ ପରି ତୁମେ ଭାଙ୍ଗୁଛ ଅଳସି !
ଆଖିରେ ଭରିଛ ଆଖିଏ ସପନ 
ଆପଣାର ମଣିଷ ଖୋଜଇ ତୁମ ମନ !
ତୁମେ ପରା ଅଭିମାନୀ ପ୍ରିୟା 
କିଏ ବା ଭେଦି ପାରିବ ତୁମ ମାୟା !!!

©Prashanta Kumar Sahu
  #chaandsifarish