Nojoto: Largest Storytelling Platform

ନିଃଶ୍ୱାସ ଭିତରେ ଧାରେ ଧାରେ ବହେ,ଦୀର୍ଘ ନିଃଶ୍ୱାସରେ କ୍ଷଣ

ନିଃଶ୍ୱାସ ଭିତରେ ଧାରେ ଧାରେ ବହେ,ଦୀର୍ଘ ନିଃଶ୍ୱାସରେ କ୍ଷଣିକ ଲମ୍ବ ଅଙ୍କନ କରେ,
ହାରି ଯାଉଥିବା ବେଳେ ଆକାଂକ୍ଷାକୁ ତ୍ବରାନ୍ବିତ କରେ,ଜିତି ସାରିଲା ପରେ ନୂତନ ଆରମ୍ଭର ଅଭିଷେକ କରେ ଲେଖନୀ,
ହୃଦୟ ଭିତରେ ସୁପ୍ତ ଜୀବନ ଜୀବନ୍ତ ହୁଏ,ଅଭିଭୂତ କରେ ଲେଖକକୁ କଲମର ଅବର୍ଣ୍ଣନୀୟ ବିବରଣୀ।— % & #yqodia 
#munodia 
#yqbhaina 
#ଏଣୁତେଣୁକଥା  #YourQuoteAndMine
Collaborating with Swayang samparna Kar