Nojoto: Largest Storytelling Platform

ଯାହାପାଇଁ ଏଇ ଜୀବନ ପାଇଲି, ଯାହାଙ୍କ ପାଇଁ ଏ ଦୁନିଆ ଦେଖିଲ

ଯାହାପାଇଁ ଏଇ ଜୀବନ ପାଇଲି,
ଯାହାଙ୍କ ପାଇଁ ଏ ଦୁନିଆ ଦେଖିଲି ।
    ଯାହା ହାତଧରି ଛିଡା ମୁଁ ହେଲି,
 ଧୀରେଧୀରେ ପୁଣି ଚାଳିବା ଶିଖିଲି।
     ସେଇତ ମୋର ବାପା ।।
     ସେଇତ ମୋର ବାପା ।।
   
               ଯାହା ସାଥେ ରହି କହିବା ଜାଣିଲି,
                  ଯାହା ସାଥେ ପୁଣି ଗାଇବା ଶିଖିଲି।
                  ଯାହା ପାଇଁ ଆଜି ଅଗ୍ରସର ହେଲି,
                   ଯାହାଙ୍କ କୃପାରୁ ଶିକ୍ଷାଲାଭ  କଲି ।
                         ସେଇତ ମୋର ବାପା ।।
                        ସେଇତ ମୋର ବାପା ।।
                           
                                               ଅନିତା ପାତ୍ର  #yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ
ଯାହାପାଇଁ ଏଇ ଜୀବନ ପାଇଲି,
ଯାହାଙ୍କ ପାଇଁ ଏ ଦୁନିଆ ଦେଖିଲି ।
    ଯାହା ହାତଧରି ଛିଡା ମୁଁ ହେଲି,
 ଧୀରେଧୀରେ ପୁଣି ଚାଳିବା ଶିଖିଲି।
     ସେଇତ ମୋର ବାପା ।।
     ସେଇତ ମୋର ବାପା ।।
   
               ଯାହା ସାଥେ ରହି କହିବା ଜାଣିଲି,
                  ଯାହା ସାଥେ ପୁଣି ଗାଇବା ଶିଖିଲି।
                  ଯାହା ପାଇଁ ଆଜି ଅଗ୍ରସର ହେଲି,
                   ଯାହାଙ୍କ କୃପାରୁ ଶିକ୍ଷାଲାଭ  କଲି ।
                         ସେଇତ ମୋର ବାପା ।।
                        ସେଇତ ମୋର ବାପା ।।
                           
                                               ଅନିତା ପାତ୍ର  #yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ
anitapatra4507

Anita Patra

New Creator

#Yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ