Nojoto: Largest Storytelling Platform

ମାୟା ମହୋ ଏଇଟି ସଭିକୁ ଧରିଚି, ସବୁ କରୁଚନ୍ତି ମନଇଛା । ମା

ମାୟା ମହୋ ଏଇଟି ସଭିକୁ ଧରିଚି,
ସବୁ କରୁଚନ୍ତି ମନଇଛା ।
ମାୟା ପାଖକୁ ସବୁ ଚାଲିଗଲେ,
ପ୍ରଭୁ ବାସିଛନ୍ତି ଏକା ।
ଭବ ସଂସାରରେ ସବୁ ବୁଡ଼ି ଗଲେ,
ଭୁଲି ଗଲେ ନିଜ ଧର୍ମକଥା ।
ମାୟାର କଥାରେ ସବୁ ଚାଲୁଛନ୍ତି,
ଭୁଲି ଗଲେ କୃଷ୍ଣ କଥା ।
ସାଧୁ ୠଷି ମୁନି ଗ୍ରାମଛାଡ଼ି ଗଲେ ,
ଗ୍ରାମେ ସବୁ ଏବେ ରଜା ।
ଆତ୍ମା କାନ୍ଧୁ ଅଛି ପରମାତ୍ମା ପାଇଁ ,
ମନ ଝୁରେ ମାୟା କଥା।
ଧନ ସଞ୍ଚୟରେ ଜୀବନ ବିତିଲା ,            
ଏବେ ଆଶିଛି କାଳ ରଜା ।
କାହ୍ନୁ  ଖୋଜୁଅଛି ଗୁରୁଙ୍କୁ ଆଜି,
ପ୍ରଭୁ ଦିଅନ୍ତି ନାହିଁ ଦେଖା ।

-କାହ୍ନୁ ଚରଣ ପ୍ରଧାନ ✍️..                ବ୍ରହ୍ମପୁର ଓଡିଶା   #thirdquote#odisa
ମାୟା ମହୋ ଏଇଟି ସଭିକୁ ଧରିଚି,
ସବୁ କରୁଚନ୍ତି ମନଇଛା ।
ମାୟା ପାଖକୁ ସବୁ ଚାଲିଗଲେ,
ପ୍ରଭୁ ବାସିଛନ୍ତି ଏକା ।
ଭବ ସଂସାରରେ ସବୁ ବୁଡ଼ି ଗଲେ,
ଭୁଲି ଗଲେ ନିଜ ଧର୍ମକଥା ।
ମାୟାର କଥାରେ ସବୁ ଚାଲୁଛନ୍ତି,
ଭୁଲି ଗଲେ କୃଷ୍ଣ କଥା ।
ସାଧୁ ୠଷି ମୁନି ଗ୍ରାମଛାଡ଼ି ଗଲେ ,
ଗ୍ରାମେ ସବୁ ଏବେ ରଜା ।
ଆତ୍ମା କାନ୍ଧୁ ଅଛି ପରମାତ୍ମା ପାଇଁ ,
ମନ ଝୁରେ ମାୟା କଥା।
ଧନ ସଞ୍ଚୟରେ ଜୀବନ ବିତିଲା ,            
ଏବେ ଆଶିଛି କାଳ ରଜା ।
କାହ୍ନୁ  ଖୋଜୁଅଛି ଗୁରୁଙ୍କୁ ଆଜି,
ପ୍ରଭୁ ଦିଅନ୍ତି ନାହିଁ ଦେଖା ।

-କାହ୍ନୁ ଚରଣ ପ୍ରଧାନ ✍️..                ବ୍ରହ୍ମପୁର ଓଡିଶା   #thirdquote#odisa