Nojoto: Largest Storytelling Platform
rajpradhan9990
  • 6Stories
  • 7Followers
  • 17Love
    39Views

Rajpradhan

  • Popular
  • Latest
  • Video
901e28e27b7f7d80c295f7881999f297

Rajpradhan

ଏ ଦେହରେ ରହି, ଦେହକୁ କେମିତି ଜାଣିବି ?
ଦେହକୁ ମାନିଚି ନିଜର,
ସବୁ ଜାଣି ଶୁଣି ପୁଣୀ ବୁଲି ଯାଏ ,କେମିତିକରିବି ବିଚାର ?
ମନ ତ ହୋଇଛି ଦେହର ଚାକର !

ପଙ୍କରେ ଜନ୍ମହୋଇ, ମୁଁ ସ୍ଵଭାବ ମୋର କଇଁଫୁଲର..
ପଙ୍କ ପ୍ରକୃତି କୁ ମାନୁଚି ନିଜର , କେମିତି ହୋଇବି ପଦ୍ମନାଭ ର...
କାନ ଖଜୁଅଛି ଗୋବିନ୍ଦ ବାଣୀ ମୋର, ପାଟି ମାଗୁଅଛି ସ୍ଵାଦ,
ଆଖି ଖୋଜୁଅଛି ମାୟା ମୋହିନିକି, କେମିତି ପାଇବି ମାୟାଧର !
ରାମର ଭଜନ କେମିତି କରିବି, ସ୍ତ୍ରୀ କୁ ମାନିଚି ପ୍ରେମିକା 
ଦେହର ବୃତ୍ତି ପ୍ରେମ ଭାବୁଚି, କେମିତି ପାଇବି ପ୍ରଭୁ ପ୍ରେମଟା ?

ହନୁମାନ ହୋଇମୁଁ ଭୁଲିଛି ଆଜିମୁ ନିଜର ଶକ୍ତି,  ଜାମ୍ବନ୍ତ୍ ମୋର ପାଖରେ ନାହାଁନ୍ତି ଏକା କାନ୍ଦୁଅଛି ବସି,
ମନ କୁ ସାଧନ କଲେ ପାଇ ଯିବି, ମୁକ୍ତିର ଦୁଆର ଭାଇ...
କଣ୍ଟାତ ରହିବ ଏହି ଜୀବନରେ, ମୁଁହେବି ଗୋଲାପ ପରି,
ମନର କଥାକୁ କଲମ ରେ ଲେଖେ, ମନ ଭୁଲିଯିବ ବୋଲି ମୋଲେଖା ରେ ଭୁଲ୍ ଥିଲେ, ତମେ ଭୁଲି ଯିବା ଭାଈ !


-କାହ୍ନୁ ଚରଣ ପ୍ରଧାନ 
ବ୍ରହ୍ମପୁର, ଓଡିଶା  #odisa #brmapura#odia#kanhu Charan prdhan
901e28e27b7f7d80c295f7881999f297

Rajpradhan

ମାୟା ମହୋ ଏଇଟି ସଭିକୁ ଧରିଚି,
ସବୁ କରୁଚନ୍ତି ମନଇଛା ।
ମାୟା ପାଖକୁ ସବୁ ଚାଲିଗଲେ,
ପ୍ରଭୁ ବାସିଛନ୍ତି ଏକା ।
ଭବ ସଂସାରରେ ସବୁ ବୁଡ଼ି ଗଲେ,
ଭୁଲି ଗଲେ ନିଜ ଧର୍ମକଥା ।
ମାୟାର କଥାରେ ସବୁ ଚାଲୁଛନ୍ତି,
ଭୁଲି ଗଲେ କୃଷ୍ଣ କଥା ।
ସାଧୁ ୠଷି ମୁନି ଗ୍ରାମଛାଡ଼ି ଗଲେ ,
ଗ୍ରାମେ ସବୁ ଏବେ ରଜା ।
ଆତ୍ମା କାନ୍ଧୁ ଅଛି ପରମାତ୍ମା ପାଇଁ ,
ମନ ଝୁରେ ମାୟା କଥା।
ଧନ ସଞ୍ଚୟରେ ଜୀବନ ବିତିଲା ,            
ଏବେ ଆଶିଛି କାଳ ରଜା ।
କାହ୍ନୁ  ଖୋଜୁଅଛି ଗୁରୁଙ୍କୁ ଆଜି,
ପ୍ରଭୁ ଦିଅନ୍ତି ନାହିଁ ଦେଖା ।

-କାହ୍ନୁ ଚରଣ ପ୍ରଧାନ ✍️..                ବ୍ରହ୍ମପୁର ଓଡିଶା   #thirdquote#odisa
901e28e27b7f7d80c295f7881999f297

Rajpradhan

ଏଇ କାଳ ରାତିଠୁ କିଛି ସିକି ଯିବି
ସକାଳ ହେଲେ  ନିଜକୁ ଭୁଲିଯିବି ହଁ  ମୁଁ ଚାଲିଯିବି 
ହଁ ମୁଁବି ଦିନେ ମରିଯିବି ହଁ ସବୁଦିନ ପାଇଁ ଶୋଇଯିବି...
ହଁ ମୁଁ ଚାଲି ଯିବି।

ହଁ ମୁଁ ବି ସବୁଦିନ ପାଇ ଚାଲିଯିବି ଏଇ ଦୁନିଆରୁ ଦିନେ ହଜିଯିବି
ହଁ ମୁଁ ପ୍ରଭୁଙ୍କ ଦର୍ଶନ ପାଇ ଯିବି  ମୁଁ ବି ଭବ ସଂସାରୁ ମୁକ୍ତି ପାଇଁ ଯିବି..
ହଁ ମୁଁ ବି ଚାଲି ଯିବି।

ହଁ ମୁଁ ଯାହା କମାଇଛି ସବୁ ଏଠି ଛାଡ଼ି ଯିବି ହଁ ମୁଁ ବି କିଛି ପାଇ ଯିବି 
ହଁ ମୋ ପାପ ସବୁ ଭୋଗି ଯିବି ନିଷ୍କାମିହୋଇ.. ପୁନ୍ୟ ନେଇଯିବି... 
ହଁ ମୁଁ ବି ଚାଲିଯିବି ।

ହଁ ମୋତେବି ସବୁ ଭୁଲିଯିବେ  ମୁଁ ବି ଭୁଲିଯିବି ଆଗକୁ ବଡିଯିବି
ହଁ ମୁଁ ବି ପ୍ରେମରେ ହଜିଯିବି  ନିଜକୁ ପାଇଯିବି...
ହଁ ମୁଁ ବି ଚାଲି ଯିବି।
  #odiapoetry #odiakavita #kanhucharan
901e28e27b7f7d80c295f7881999f297

Rajpradhan

👿😈

👿😈 #Love

901e28e27b7f7d80c295f7881999f297

Rajpradhan

🥺😔

🥺😔 #Life

901e28e27b7f7d80c295f7881999f297

Rajpradhan

WhatsApp status

WhatsApp status #Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile