Nojoto: Largest Storytelling Platform

ତୁ ଯାଉଥିବୁ ବଧୂ ବେଶେ କାର ସୀମନ୍ତେ ସିନ୍ଦୁ

ତୁ ଯାଉଥିବୁ ବଧୂ ବେଶେ  କାର
           ସୀମନ୍ତେ ସିନ୍ଦୁର ନାଇଁ 
ଋତୁ ହୋଇଥିବ କୁହୁଳା କୁହୁଳା 
            ଜଳୁଥିବ ମୋର ଜୁଇ,
ତୋ ଆଖିରେ ଥିବ ମିଳନ ପିପାସା 
           ମଧୁବାସ ରାତି ପାଇଁ 
ଅନନ୍ତ ତୃଷ୍ଣା ମୋ ମେଣ୍ଟିଯାଇଥିବ  
            ଧୂଆଁ କୁଣ୍ଡଳୀରେ ରହି।।
ତପନ ଦୀକ୍ଷିତ (ବେଳାଭୂମି)

©Bela Bhumi
  ତୁ ଯାଉଥିବୁ ବଧୂ ବେଶେ  କାର
           ସୀମନ୍ତେ ସିନ୍ଦୁର ନାଇଁ 
ଋତୁ ହୋଇଥିବ କୁହୁଳା କୁହୁଳା 
            ଜଳୁଥିବ ମୋର ଜୁଇ,
ତୋ ଆଖିରେ ଥିବ ମିଳନ ପିପାସା 
           ମଧୁବାସ ରାତି ପାଇଁ 
ଅନନ୍ତ ତୃଷ୍ଣା ମୋ ମେଣ୍ଟିଯାଇଥିବ  
            ଧୂଆଁ କୁଣ୍ଡଳୀରେ ରହି।।

ତୁ ଯାଉଥିବୁ ବଧୂ ବେଶେ କାର ସୀମନ୍ତେ ସିନ୍ଦୁର ନାଇଁ ଋତୁ ହୋଇଥିବ କୁହୁଳା କୁହୁଳା ଜଳୁଥିବ ମୋର ଜୁଇ, ତୋ ଆଖିରେ ଥିବ ମିଳନ ପିପାସା ମଧୁବାସ ରାତି ପାଇଁ ଅନନ୍ତ ତୃଷ୍ଣା ମୋ ମେଣ୍ଟିଯାଇଥିବ ଧୂଆଁ କୁଣ୍ଡଳୀରେ ରହି।। #Shayari #Belabhumi

1,394 Views