Nojoto: Largest Storytelling Platform

ମୁଣ୍ଡରେ ଅନ୍ୟ ସବୁ ଜିନିଷ ଧଡ଼ାଧଡ୍ ଜାଗା ହୋଇଯାଉଛି ହେଲେ

ମୁଣ୍ଡରେ ଅନ୍ୟ ସବୁ ଜିନିଷ ଧଡ଼ାଧଡ୍ ଜାଗା ହୋଇଯାଉଛି ହେଲେ ପାଠ ଯେତେ ପଢିଲେ ମୁଣ୍ଡରେ ଜାଗା ହଉନି ଆଚ୍ଛା କହିଲ ମୁଁ କେଉଁ ବ୍ୟାଗ କିଣିଲେ ମୋ ମୁଣ୍ଡଟା ଜାଗା ହେବା ସହ ମୋ ମୁଣ୍ଡରେ ଥିବା ପାଠ ଗୁଡା ବି ଜାଗା ହୋଇଯିବ 🤭

©Diptimayee Nayak
  #ପାଠ #Memes #odiameme #odiawritings #odianojoto #odiakavita