କେବେ ଆଶିର୍ବାଦ ର ବେଲୁନ ରେ ସଜା ହେଇଥିବା ସ୍ବାଗତ ତୋରଣ ଏଇ ଜୀବନ। ଆଉ କେବେ ଅକସ୍ମାତ୍ ଅଭିଶପ୍ତ ପରି ନିଷ୍ଠୁର ମରଣ ଏଇ ଜୀବନ। ଅସରନ୍ତି ଆଶା ଭିତରେ ଲମ୍ବା ଅଭିଯୋଗ ର ଫର୍ଦ୍ଦ , କିଛି ପ୍ରାପ୍ତ କିଛି ଗୁପ୍ତ ସେଇ ସୁଖ ଦୁଃଖ ମିଶା ସୀମିତ କାହାଣୀ ଟା ଜୀବନ। ଅଗଣତି ସ୍ମୃତି ଭିତରେ ଖୋଜୁଥାଏ ମିଠା ମୁହୂର୍ତ୍ତ ର ଫର୍ଦ୍ଦ କିଛି ପ୍ରାପ୍ତ କିଛି ଲୁପ୍ତ ସେଇ ଲହୁ ଲୁହ ମିଶା ସୀମିତ କାହାଣୀ ଟା ଜୀବନ। ହଁ ବିଶ୍ୱାସ ର ଆରମ୍ଭ ଅନ୍ତିମ ଚୁମ୍ବନ ଏଇ ଜୀବନ ପ୍ରଶାସ ର ଅନ୍ତିମ ଚରଣ ପର୍ଯ୍ୟନ୍ତ ଏଇ ଜୀବନ।। ©Silpa Das #ଏଇଜୀବନ