Nojoto: Largest Storytelling Platform

ମୋର୍ ଦେହେ ମାଟି ନେଶୀ ହେଇଛେ କାଞ୍ଜେ କି, ମୋର୍ ମାଟି ମା

ମୋର୍ ଦେହେ ମାଟି 
ନେଶୀ ହେଇଛେ
କାଞ୍ଜେ କି,
ମୋର୍ ମାଟି ମା
ମତେ ବେଶୀ ଭଲ୍ ପାଏସି
ଦିନ୍ ଭର୍ ମତେ
ସୁଆଁଲୁ ଥିସି।
ମୁଇ ତାର୍ କୁଲେ ସୁଇସି
କେଭେ ସେ ମତେ
ତା'ର ମାଟି ସର୍ ସର୍ 
ପନତ୍ ଥି ଢାକି ଦେସି।
ମତେ ମୂଲିଆ କହିକେ
ଛି ଛି ଭାକ୍ ହେଦି
ସବକର୍ ମୁହୁ ନୁ
ଜେନ୍ ବାହାରୁ ଥିସୀ
ପଚ୍ ରା ବୁ ତ ଘାଏ
ମୋର୍ ମା କେ
ମତେ ଦେଖି ଭାଏଲ୍
କେଭେ ସେ ନାକ୍ ଟେକ୍ ସି?
ତୁଇ ମତେ ଆହା ବିଚରା 
କହି କେ ଦୟା ଦେଖାସୁ
ଆଉ ମୁଇଁ ଯେ
ମୋର୍ ଇ ଜନମ୍ ଲାଗି
ଗରବ୍ କର୍ ସି। #ଶ୍ରମିକ #yqbhaina #ସମ୍ବଲପୁରୀ #munodia #କୋଶଳୀ#yqodia
ମୋର୍ ଦେହେ ମାଟି 
ନେଶୀ ହେଇଛେ
କାଞ୍ଜେ କି,
ମୋର୍ ମାଟି ମା
ମତେ ବେଶୀ ଭଲ୍ ପାଏସି
ଦିନ୍ ଭର୍ ମତେ
ସୁଆଁଲୁ ଥିସି।
ମୁଇ ତାର୍ କୁଲେ ସୁଇସି
କେଭେ ସେ ମତେ
ତା'ର ମାଟି ସର୍ ସର୍ 
ପନତ୍ ଥି ଢାକି ଦେସି।
ମତେ ମୂଲିଆ କହିକେ
ଛି ଛି ଭାକ୍ ହେଦି
ସବକର୍ ମୁହୁ ନୁ
ଜେନ୍ ବାହାରୁ ଥିସୀ
ପଚ୍ ରା ବୁ ତ ଘାଏ
ମୋର୍ ମା କେ
ମତେ ଦେଖି ଭାଏଲ୍
କେଭେ ସେ ନାକ୍ ଟେକ୍ ସି?
ତୁଇ ମତେ ଆହା ବିଚରା 
କହି କେ ଦୟା ଦେଖାସୁ
ଆଉ ମୁଇଁ ଯେ
ମୋର୍ ଇ ଜନମ୍ ଲାଗି
ଗରବ୍ କର୍ ସି। #ଶ୍ରମିକ #yqbhaina #ସମ୍ବଲପୁରୀ #munodia #କୋଶଳୀ#yqodia