Nojoto: Largest Storytelling Platform

ତୁମେ ଶିଉଳି ପରି ମାଡିଗଲ ମୋ ଦେହର ଚାରିଆଡ଼େ ଛାଡିଲନି କିଛ

ତୁମେ ଶିଉଳି ପରି
ମାଡିଗଲ ମୋ ଦେହର ଚାରିଆଡ଼େ
ଛାଡିଲନି କିଛି ଜାଗା
ମୋତେ ଚିହ୍ନିବା ପାଇଁ, 
ଦେଖୁଥିଲି ସବୁକିଛି ମୁଁ
ହେଲେ ଚିହ୍ନିଲେନି ମୋତେ କେହି
ଖାଇଗଲ ମୋର ସବୁ ସ୍ବପ୍ନ
ଛାଡିଦେଲ ଘୃଣା ଖାଲି ଘୃଣା,
ଦେଖୁଥିଲେ ସମସ୍ତେ ତୁମକୁ
ହେଲେ ପରିହାସ କଲେ ମୋତେ
ତୁମେ ଦିଶିଲ ଶୋଭନୀୟ
ଆଉ ମୁଁ ହେଇଗଲି ଅସୁନ୍ଦର   ।।





.

©Nihar Parida #swapna
#Siuli
ତୁମେ ଶିଉଳି ପରି
ମାଡିଗଲ ମୋ ଦେହର ଚାରିଆଡ଼େ
ଛାଡିଲନି କିଛି ଜାଗା
ମୋତେ ଚିହ୍ନିବା ପାଇଁ, 
ଦେଖୁଥିଲି ସବୁକିଛି ମୁଁ
ହେଲେ ଚିହ୍ନିଲେନି ମୋତେ କେହି
ଖାଇଗଲ ମୋର ସବୁ ସ୍ବପ୍ନ
ଛାଡିଦେଲ ଘୃଣା ଖାଲି ଘୃଣା,
ଦେଖୁଥିଲେ ସମସ୍ତେ ତୁମକୁ
ହେଲେ ପରିହାସ କଲେ ମୋତେ
ତୁମେ ଦିଶିଲ ଶୋଭନୀୟ
ଆଉ ମୁଁ ହେଇଗଲି ଅସୁନ୍ଦର   ।।





.

©Nihar Parida #swapna
#Siuli