Nojoto: Largest Storytelling Platform

ଚାଲୁଛି ଚାଲୁଥିବି କେବେ ନପଡ଼ିବି ଥକି ଜୀବନର କେଇ ମୁହୂର୍ତ

ଚାଲୁଛି ଚାଲୁଥିବି କେବେ ନପଡ଼ିବି ଥକି
ଜୀବନର କେଇ ମୁହୂର୍ତ୍ତ ରହିଅଛି ବାକି
ପାପ କଲି କେତେ ପୂଣ୍ୟ କଲି କେତେ
ହିସାବ ତ କେବେ ରଖି ନାହିଁ 
ଜୀବ ଗଲା ବେଳେ ଲୋଡା଼ ତ କେବଳ
 ଛଅ ଖଣ୍ଡ କାଠକୁ
ଚାଖଣ୍ଡେ ଭୂଇଁ !!

©Rajguru #ଜୀବନକିଛିଏମିତି #Rajguru #Life_A_Blank_Page  payal su raj SHENAZ. Nandu Raj Ganpat Baghel Bhilala Darshika Sharma

rajguru7213

Rajguru

Bronze Star
New Creator