ଚାଲୁଛି ଚାଲୁଥିବି କେବେ ନପଡ଼ିବି ଥକି ଜୀବନର କେଇ ମୁହୂର୍ତ୍ତ ରହିଅଛି ବାକି ପାପ କଲି କେତେ ପୂଣ୍ୟ କଲି କେତେ ହିସାବ ତ କେବେ ରଖି ନାହିଁ ଜୀବ ଗଲା ବେଳେ ଲୋଡା଼ ତ କେବଳ ଛଅ ଖଣ୍ଡ କାଠକୁ ଚାଖଣ୍ଡେ ଭୂଇଁ !! ©Rajguru #ଜୀବନକିଛିଏମିତି #Rajguru #Life_A_Blank_Page payal su raj SHENAZ. Nandu Raj Ganpat Baghel Bhilala Darshika Sharma