Nojoto: Largest Storytelling Platform

*ନୂଆ ବର୍ଷରେ ନୂଆ ସ୍ବପ୍ନ* ହେ ନବ ବର୍ଷ ତୁମେ ଆସ ଏ ଧରାକୁ

*ନୂଆ ବର୍ଷରେ ନୂଆ ସ୍ବପ୍ନ*
ହେ ନବ ବର୍ଷ ତୁମେ ଆସ ଏ ଧରାକୁ ସବୁରି ମଙ୍ଗଳ କାମନାରେ ।ଲିଭେଇ ଦିଅ ତୁମ ଦିଆ ସବୁ ପୁରୁଣା କ୍ଷତର ଦାଗକୁ ତୁମ କୋମଳ ପରଶରେ ।ଏହି ବର୍ଷ ହେଉ ଦୀନ ଜନଙ୍କର ହର୍ଷ ଉଲ୍ଲାସ ର ବର୍ଷ ।କଳା  ଭାସ୍କର୍ଯ୍ୟ ସଂସ୍କୃତିରେ ଆମ କାର୍ଯ୍ୟ ହେଉ ଉତ୍କର୍ଷ ।ନବ ବର୍ଷ ଏତିକି କାମନା ଉଡାଅ ତୁମେ ଶାନ୍ତିର କପୋତ ଯୁଦ୍ଧଙ୍ଗ ଦେହୀର ଡାକରାକୁ ଶାନ୍ତ କରି ।ଦେଖୁନ କେମିତି କେତେ ଅବଳା ନିର୍ବଳା ଅସହାୟଙ୍କ ରକ୍ତ ଯାଏ ଝରି ।ତୁମେ ଆସ ମାନବ ଜାତିକୁ ଏକ ପ୍ରଗତିର ପଥେ ନେବା ପାଇଁ ।ତୁମେ ଆସ ବେସାହାରାକୁ ସାହାରା ହୋଇ

©Subrat Jena(lyricist ) #celebration #new year greetings#jay jagannath