Dear me... ମୁଁ ଦେଖିଛି ତୋ ଦୁଃଖର ସମୟ ଅନେକ ଚେଷ୍ଟା ପରେ ବି ବିଫଳତା ଆଉ ଅପମାନ ସାରା ଦୁନିଆ ଯେତେବେଳେ କହେ ତୁ ହାରିଯାଇଛୁ ସେତେବେଳେ ବି ତୁ ସ୍ୱପ୍ନ ପଛରେ ଧାବମାନ ଅସଫଳ ହୋଇ ବି କେବେ ଭାଙ୍ଗି ଯିବୁନିdost ମୁଁ ଜାଣେ ତୁ ଯାହାବି କରୁ ଅତି ଆନ୍ତରିକତାରେ ଟିକିଏ ବିଶ୍ୱାସ ଖାଲି ରଖ ନିଜ ଉପରେ । କାହିଁକି କାହାର କଥାରେ ଏତେ ଭୟ ତୁ ପଛଘୁଞ୍ଚା ଦେଇ ନପାରୁ ତୋତେ କିଛି ମିଳୁ କି ନମିଳୁ ତଥାପି ବି ତୁ କିଛି ନେଇକି ହିଁ ଯିବୁ । ଅସ୍ଥିର ପାଦ ତୋର ଟଳମଳ ହୁଏ ତଥାପି ତୋତେ ଚାଲିବାକୁ ହେବ କଣ୍ଟକିତ ଏଇ ରାସ୍ତା ଆଗକୁ କୁସୁମିତ ହେବ ନିଶ୍ଚିତ କୁସୁମିତ ହେବ Dear me... କେବଳ ଏତିକି କହିବାର ଥିଲା ତୋତେ କେହି ତୋ ସାଥିରେ ଥାଉ କି ନଥାଉ ଭୁଲଠିକକୁ ଅତିକ୍ରମ କରି ଅଗ୍ରସର ହୁଅ ,ମୁଁ ଅଛି ସର୍ବଦା ତୋ ସାଥିରେ । Dear me... କେବଳ ଏତିକି କହିବାର ଥିଲା ତୋତେ କେବଳ ...ଏତିକି କହିବାର ଥିଲା ତୋତେ ।।। ©PRANAY KUMAR SAHU #Dearme 3