Nojoto: Largest Storytelling Platform

ଯିଏ ଅଦିନରେ ଆସି ହଠାତ ଆଖିରେ ଲୁହ ଦିଏ ସେ ସେମାନଙ୍କର ସୁଚ

ଯିଏ ଅଦିନରେ ଆସି ହଠାତ ଆଖିରେ ଲୁହ ଦିଏ
ସେ ସେମାନଙ୍କର ସୁଚିନ୍ତକ ହୋଇଥାଏ ନା ସେ ସେମାନଙ୍କର ଦରଦୀ ବନ୍ଧୁ ହେବାର ପୁଣି ଆଉ ଏକ ନୂଆ ନାଟକ ରଚୁଥାଏ

©Diptimayee Nayak
  #viral #treanding #ବନ୍ଧୁ #Friend #odiawritings #odianojoto