Nojoto: Largest Storytelling Platform

ଆଖି ଦେଖି ମନ କଥା ପଢ଼ିନିଏ ସେ, ପେଟ ଦେଖି ଭୋକ କଥା ବୁଝିନ

ଆଖି ଦେଖି ମନ କଥା ପଢ଼ିନିଏ ସେ,
ପେଟ ଦେଖି ଭୋକ କଥା ବୁଝିନିଏ ସେ,
କଷ୍ଟ ହେଲେ ପ୍ରଥମେ ମନେ ପଡ଼େ ସେ,
ଆମ ପାଇଁ ନିଜ ଖୁସି ଜଳାଞ୍ଜଳି ଦିଏ ସେ।

ଆଉ କେହି ନୁହେଁ, ମାଆ ସିଏ। 

#ମାଆପାଇଁପଦେ

©Dev #colours
ଆଖି ଦେଖି ମନ କଥା ପଢ଼ିନିଏ ସେ,
ପେଟ ଦେଖି ଭୋକ କଥା ବୁଝିନିଏ ସେ,
କଷ୍ଟ ହେଲେ ପ୍ରଥମେ ମନେ ପଡ଼େ ସେ,
ଆମ ପାଇଁ ନିଜ ଖୁସି ଜଳାଞ୍ଜଳି ଦିଏ ସେ।

ଆଉ କେହି ନୁହେଁ, ମାଆ ସିଏ। 

#ମାଆପାଇଁପଦେ

©Dev #colours
debashismallick3689

Dev

New Creator