Nojoto: Largest Storytelling Platform

White ଯେଣେ ଶ୍ରଦ୍ଧା ଯାଉ ତମ ମନ, କେବଳ ଦେଖ ତାକୁ , ତା ଗ

White ଯେଣେ ଶ୍ରଦ୍ଧା ଯାଉ ତମ ମନ,
କେବଳ ଦେଖ ତାକୁ , ତା ଗତାଗତକୁ,
ଆପେ ଆପେ କ୍ଳାନ୍ତ ହେଇ
 ଯେଠାରୁ ସେ ଯାଇଥିଲା, 
ସେଠାକୁ ସେ ଆସିବ ବାହୁଡି ।

ଅନୁଧ୍ୟାନ କର ତମ ପ୍ରଶ୍ବାସ ନିଃଶ୍ବାସର ଗତି ।
କେଵେ ବି ଜଡିତ ହୁଅନା,
ଦେଖ , ସେ ନେଇଯିବ
ଗୋଟେ ଆଶ୍ଚର୍ଯ୍ୟ ବିଶ୍ବକୁ,
ଯେଉଁଠି ପ୍ରତ୍ୟକ୍ଷ କରିବ
ମହାମହିମ ସତ୍ତାକୁ।

SOMETHING I LOOK AT-87
BY-SMRUTI RANJAN MOHANTY

Let your mind go wherever it likes.
Don't chase it.
Just watch it, watch its movement.
It will get tired, come back on its own
and be there where you want it to be.

Watch your breath
coming in and going out.
Never get involved in the process.
It will go slower and slower and
take you to that land of wonder
where you will identify 
and become one with the source.

Go beyond
your external senses of perception.
Dive deep inside,
listen to the beats of your heart,
the voice within and the divine melody emanating.
Your mind will stop roaming
and your whole being will come to stand still in bliss and harmony.

Feel 
the cosmic consciousness 
moving through the spine
from mooladhar chakra to Sahasrasara,
blood flowing through your arteries and veins,
the subtle vibrations deep inside.
Be with it, its rhythm and rhyme.

Watch the you,
you call yourself
as a silent observer.
It will let you know
who you actually are,
pure consciousness,
distinct from body,  mind, and intellect,
with which you closely identify

©Smruti Ranjan Mohanty
  #sad_shayari ଯେଣେ ଶ୍ରଦ୍ଧା ଯାଉ ତମ ମନ,
କେବଳ ଦେଖ ତାକୁ , ତା ଗତାଗତକୁ,
ଆପେ ଆପେ କ୍ଳାନ୍ତ ହେଇ
 ଯେଠାରୁ ସେ ଯାଇଥିଲା, 
ସେଠାକୁ ସେ ଆସିବ ବାହୁଡି ।

ଅନୁଧ୍ୟାନ କର ତମ ପ୍ରଶ୍ବାସ ନିଃଶ୍ବାସର ଗତି ।
କେଵେ ବି ଜଡିତ ହୁଅନା,

#sad_shayari ଯେଣେ ଶ୍ରଦ୍ଧା ଯାଉ ତମ ମନ, କେବଳ ଦେଖ ତାକୁ , ତା ଗତାଗତକୁ, ଆପେ ଆପେ କ୍ଳାନ୍ତ ହେଇ ଯେଠାରୁ ସେ ଯାଇଥିଲା, ସେଠାକୁ ସେ ଆସିବ ବାହୁଡି । ଅନୁଧ୍ୟାନ କର ତମ ପ୍ରଶ୍ବାସ ନିଃଶ୍ବାସର ଗତି । କେଵେ ବି ଜଡିତ ହୁଅନା, #Poetry

117 Views