Nojoto: Largest Storytelling Platform

ଏମିତି କେମତି ସବୁକିଛି ଶୀଘ୍ର ହେଇଗଲା ତୁମ ସହ ଆଉ କିଛି ବା

ଏମିତି କେମତି ସବୁକିଛି ଶୀଘ୍ର ହେଇଗଲା
ତୁମ ସହ ଆଉ କିଛି ବାଟ ଚାଲିବାର ଥିଲା
ହୃଦୟ କୁ ବାର୍ ବାର୍ ଜଗିବାର ଥିଲା
ଧରିବା ଆଗରୁ ହାତ ଛାଡିବାର ଥିଲା
ବାପା ମାଆ ଙ୍କ କଥା ଟିକେ ଶୁଣିବାର ଥିଲା
ଜୀବନକୁ ଭଲଭାବେ ଜୀଇଁବାର ଥିଲା
ତୁମ ଅଗଣା ରେ ଆଉ କା ପାଦ ପଡ଼ିବାର ଥିଲା
ତୁମ ଚଉରାରେ ଆଉ କିଏ ସଂଜବତୀ ଜାଳିବାର ଥିଲା
ତୁମ ମନ ସହ ଆଉ କାହା ମନ ମିଶିବାର ଥିଲା
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

100 Views