Nojoto: Largest Storytelling Platform

ତୋ ହାତ ତିଆରି ଚା ର ବାସ୍ନା ଏ ସକାଳ କହେ ତୋ ଅଳସ ଭଙ୍ଗା ଆ

ତୋ ହାତ ତିଆରି ଚା ର ବାସ୍ନା
ଏ ସକାଳ କହେ
ତୋ ଅଳସ ଭଙ୍ଗା ଆଖିର କଥା
ଏ ବିସ୍କୁଟ କହେ।

©jagamohan Pradhan #ସକାଳରଭାବନା #ଚା #Morning #odiawritings
ତୋ ହାତ ତିଆରି ଚା ର ବାସ୍ନା
ଏ ସକାଳ କହେ
ତୋ ଅଳସ ଭଙ୍ଗା ଆଖିର କଥା
ଏ ବିସ୍କୁଟ କହେ।

©jagamohan Pradhan #ସକାଳରଭାବନା #ଚା #Morning #odiawritings