Nojoto: Largest Storytelling Platform

ଚେହେରା ର ଚଳଚ୍ଚିତ୍ର ରୁ ହିଁ ଚରିତ୍ର ବାରି ଶିଖିଛି, ନଜର୍

ଚେହେରା ର ଚଳଚ୍ଚିତ୍ର ରୁ ହିଁ ଚରିତ୍ର ବାରି ଶିଖିଛି,
ନଜର୍ ନପକେଇକି ବି ନଜର୍ ରଖିଛି,
ହସ ର ବିଷ କୁ, ଲୁହ ର ସୁଅ ରେ ପରଖି ଆଜି ମୁଁ;
ଦୁନିଆ ଭିଡ଼ ରେ ଅଳ୍ପ ଅପାଠୁଆ ନିରୀହ ଲୋକ,
ଅଧିକ ପାଠୁଆ ମୂର୍ଖ ଙ୍କୁ ଦେଖିଛି ।
@suvam@

©Saipada Brajamohan #share #my #shayari #suvam #saipadabrajamohan 

#Trees