Nojoto: Largest Storytelling Platform

ସୁଖ ବୋଲି ଯାକୁ ବୋଲଇ ସଂସାର କରୁଥାଇ ତାକୁ ଦୂରୁଁ ମୁଁ ଜୁହ

ସୁଖ ବୋଲି ଯାକୁ ବୋଲଇ ସଂସାର
କରୁଥାଇ ତାକୁ ଦୂରୁଁ ମୁଁ ଜୁହାର

ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ
 ହାତେ ଅାସେ ହାତୁଁ ପଡ଼ିବା ପାଇଁ ସେ

ନ ଦେଖି ମୋହର ଜୀବନ-ପଞ୍ଜିକା
ଗଢୁଥିଲି ବସି ମନ-ଅଟ୍ଟାଳିକା

ତୋଳୁଥିଲି ସିନା ବ୍ୟୋମ-ପୁଷ୍ପମାନ
 କରୁଥିଲି ମୃଗତୃଷ୍ନା-ଜଳେ ସ୍ନାନ  

                                   -- (କବିବର ରାଧାନାଥ ରାୟ) #odia #chilika #radhanathrai #nojoto
ସୁଖ ବୋଲି ଯାକୁ ବୋଲଇ ସଂସାର
କରୁଥାଇ ତାକୁ ଦୂରୁଁ ମୁଁ ଜୁହାର

ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ
 ହାତେ ଅାସେ ହାତୁଁ ପଡ଼ିବା ପାଇଁ ସେ

ନ ଦେଖି ମୋହର ଜୀବନ-ପଞ୍ଜିକା
ଗଢୁଥିଲି ବସି ମନ-ଅଟ୍ଟାଳିକା

ତୋଳୁଥିଲି ସିନା ବ୍ୟୋମ-ପୁଷ୍ପମାନ
 କରୁଥିଲି ମୃଗତୃଷ୍ନା-ଜଳେ ସ୍ନାନ  

                                   -- (କବିବର ରାଧାନାଥ ରାୟ) #odia #chilika #radhanathrai #nojoto
papu2910032466830

Papu

New Creator