Nojoto: Largest Storytelling Platform

ଦୋଷ ଶୁଣିଥିବ ଆଉ ଗୋଟେ ଆଳୁ ଦୋଷ ଶୁଣିଥିବ🤣ଦୋଷ କାହାକୁ କୁ

ଦୋଷ ଶୁଣିଥିବ ଆଉ ଗୋଟେ ଆଳୁ ଦୋଷ ଶୁଣିଥିବ🤣ଦୋଷ କାହାକୁ କୁହନ୍ତି ତମେ ଜାଣିଥିବ କିନ୍ତୁ ଆଳୁ ଦୋଷ କାହାକୁ କୁହନ୍ତି ଏବେ ମୁଁ ଜଣଉଛି ହେଲା 🤭ଟିକେ ଧ୍ୟାନ ଦେଇ sts ପଢିବ 😂
ଆଳୁ ଦୋଷ :- ଅର୍ଥାତ 🤭ମୋ ସାଙ୍ଗ msg କଲା ମୁଁ ତାକୁ ଦୁଇଦିନ କି ମାସେ ପରେ ରିପ୍ଲେ ଦେବି ସେଟା ଠିକ କିନ୍ତୁ ମୁଁ ଯଦି msg କରିବି ଆଉ ସେ ରିପ୍ଲେ ନ ଦେବ ତେବେ ଆଳୁ ଦୋଷ ବାହାରିବ ଆବେ ତୁ ନିଜକୁ କଣ ଭାବୁଛୁ କି ମୋ msg ଦେଖୁନୁ ଫୋନ ଭାଙ୍ଗି ଦେବିଟି ଆଉ ସେ ଫୋନ କେଞ୍ଚୁଥିବୁ ଇତ୍ୟାଦି ଇତ୍ୟାଦି 🤭#ଷ୍ଟୋରୀ ନୁହେଁ ବେ ସତ କଥା #sts ଟା କେବଳ ସାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ 🤭#ବେଶି କେହି ସ୍ମାର୍ଟ ହୁଅନି ହେଲା ନହଲେ ଶୁଣେଇ ଦେବି 🤭🤣😂ଭଲ କଥା 😜😝🙈

©Diptimayee Nayak
   #odiawritings #odiameme #Fun #crazy #CRAZYGIRL