ଦେଖୁନ୍ ଦେଖୁନ୍ ଵିହାକେ ଆମର୍ ବଛ୍'ରେ ଗଲା ପୁରି.. ବୁହୁଥାଉ ଆମର୍ ସମ୍ପର୍କର୍ ଧାର୍ ହେବାର୍ ତକ୍ ବୁଢ଼ା ବୁଢି । ତୁମର୍ ସାଙ୍ଗେ ମୋର୍ ଭାଗ୍ୟ ଜୁଡ଼ିଛେ ବିଧାତାର୍ ଆଶିର୍ବାଦେ , ଜନମ୍ ଜନମ୍ ଲାଗି ବାନ୍ଧି ହେମା ବୋଲି ସେହ୍ନୋ ପେରେମ୍ ର ଭାବେ । କରିଆ ଖାଇଛେଁ ଶୁଭ ବେଦିଥି ଯେ ତୁମର୍ ସାଙ୍ଗେ ଥିମି ସୁଖେ ଦୁଖେ, ଜୀବନର୍ ବାଟ୍ ଚାଲୁଥିମି ଛନ୍ଦି ମୋର୍ ହାତ୍ ତୁମର୍ ହାତେ। ଝଟ୍'କୁଥାଉ ମୋର୍ ମୁଡ଼ର୍ ସିନ୍ଦୁର୍ , ଚୁରି ଲାଖ ମୋର୍ ହେଉ ବଜର୍ , ଏତେ ତୋର୍ ପାଖେ ଅର୍ଦଲି , ଅହି ସୁଲକ୍ଷଣୀ ହେଇଥିମି ମାଁ ସାହା ହେବୁ ଗୋ ପାଟଣେଶିରି । ©ଶ୍ରଦ୍ଧାଶିଷ୍...... love