Nojoto: Largest Storytelling Platform

ନୀଳ ଆକାଶର ବଉଦମାଳା ତୁ ଉଗ୍ର ବ୍ୟଗ୍ର ହୋଇ ଯେବେ ମାଟିକୁ ଚ

ନୀଳ ଆକାଶର ବଉଦମାଳା ତୁ
ଉଗ୍ର ବ୍ୟଗ୍ର ହୋଇ ଯେବେ
ମାଟିକୁ ଚୁମ୍ବନ କରିବା ପାଇଁକି
ଧାଇଁଆସୁ ବେଗେ ବେଗେ
ତୋର ପ୍ରିୟ ଏଇ ମାଟି
ତୋ ଅପେକ୍ଷାରେ ବିତାଇ ଦେଇଛି
କେତେଦିନ କେତେରାତି #NojotoOdia #Sky #nojotoଓଡ଼ିଆ  #ଓଡ଼ିଆ
ନୀଳ ଆକାଶର ବଉଦମାଳା ତୁ
ଉଗ୍ର ବ୍ୟଗ୍ର ହୋଇ ଯେବେ
ମାଟିକୁ ଚୁମ୍ବନ କରିବା ପାଇଁକି
ଧାଇଁଆସୁ ବେଗେ ବେଗେ
ତୋର ପ୍ରିୟ ଏଇ ମାଟି
ତୋ ଅପେକ୍ଷାରେ ବିତାଇ ଦେଇଛି
କେତେଦିନ କେତେରାତି #NojotoOdia #Sky #nojotoଓଡ଼ିଆ  #ଓଡ଼ିଆ

Odia #Sky nojotoଓଡ଼ିଆ #ଓଡ଼ିଆ #poem #nojotoodia