Nojoto: Largest Storytelling Platform

ମୋ ଲୁହ ତୁ କେବେ ଦେଖିନୁ ଆଉ ଯଦି ତୁ ଥରେ ମୋ ଆଖିର ଲୁହକୁ

ମୋ ଲୁହ ତୁ କେବେ ଦେଖିନୁ ଆଉ ଯଦି ତୁ ଥରେ ମୋ ଆଖିର ଲୁହକୁ ଦେଖିଥାନ୍ତୁ ହୁଏତ ମୋ ଭଲପାଇବାର ମାନେ ତୁ ବୁଝି ଥାନ୍ତୁ
ମନଟା ନଥିଲା ମୋର ଖେଳନା କିନ୍ତୁ କାହିଁକି କେଜାଣି ମୋ ମନଟା ତୋତେ ଖେଳନା ଲାଗିଲା ଏ ଅଢେଇ ଦିନିଆ ଭଲପାଇବାରୁ ତୋତେ କଣ ମିଳିଲା

©Diptimayee Nayak
  #odianojoto #odiakavita #brockenheart #ପ୍ରେମବିରହ #Dukhishayari