Unsplash ମାଆ ମାଆ ବୋଲି କେତେ ଯେ ଡାକୁଚୁ ମାଆ ର ମମତା ପାଇଁ ପିଲା ଛୁଆ ସଂସାର ରୁ କେବେ ଯେ ଆସିବୁ ମୋରି ପାଖକୁ ଧାଇଁ। କୋଳ ରେ ମୋର ନେଲୁ ଯେ ଜନମ ମୋର ପୁତ୍ର ମଣି ହୋଇ ବାହା ବର୍ତିଆ କରେଇ ଦେଇ ହୋଇଗଲି ମୁଁ ବାଇ। ସ୍ତ୍ରୀ ଭାରିଯାର ପାଖ ରୁ ଆସୁନୁ କେବେ ମୋର ମମତା ପାଇଁ ମମତା ସରିତା ଭଗିନୀ ତୋର କାନ୍ଦୁଛନ୍ତି ଭୋ ଭୋ ତୋରି ପାଇଁ। ନାହିଁ ଆଉ ସେ ପ୍ରେମ ନାହିଁ ଆଉ ମମତା ଆଘରି ପରି ଆଉ କାଇଁ କୁଆଡେ ଗଲୁରେ ଗଲୁଆ ପୁଅ ମୋର ସବୁ ତୋର ଭାରିଯା ପାଇଁ। ©ଡଃ ଟିକେଶ୍ଵର #Book ମୋ ଭାରତ