Nojoto: Largest Storytelling Platform

ଜୀବନରେ କିଛି ଚିରସ୍ଥାୟୀ ନୁହେଁ, ନା ଯୌବନ ନା ପ୍ରତିପତ୍ତି

ଜୀବନରେ କିଛି ଚିରସ୍ଥାୟୀ ନୁହେଁ, ନା ଯୌବନ ନା ପ୍ରତିପତ୍ତି ନା ସୁଖ ନା କଷ୍ଟ।ମରିଚୀକା ପଛରେ
ଧାବମାନ ବିଜ୍ଞତା ନୁହେଁ ବରଂ ନିର୍ବୋଧତା।
#ଦିବ୍ଯ
ଜୀବନରେ କିଛି ଚିରସ୍ଥାୟୀ ନୁହେଁ, ନା ଯୌବନ ନା ପ୍ରତିପତ୍ତି ନା ସୁଖ ନା କଷ୍ଟ।ମରିଚୀକା ପଛରେ
ଧାବମାନ ବିଜ୍ଞତା ନୁହେଁ ବରଂ ନିର୍ବୋଧତା।
#ଦିବ୍ଯ