Nojoto: Largest Storytelling Platform
kshetriyadibya9236
  • 155Stories
  • 20Followers
  • 1.3KLove
    64Views

kshetriya Dibya

  • Popular
  • Latest
  • Video
476ef65f38ae086e5b28a54a6e0b374e

kshetriya Dibya

ଆପଣ ଙ୍କ ଭାଇ ବନ୍ଧୁ ଓ ଆତ୍ମୀୟ
ଆପଣ ଙ୍କୁ କେବେ ବି ତାଙ୍କ ସଫଳତା ର ରହସ୍ୟ କହିବେ ନାହିଁ 
କାରଣ
ସେମାନେ ଚାହାନ୍ତି ନାହିଁ ତମେ ତାଙ୍କ ଠୁ ଭଲ ରେ ରୁହ। 
:-ଦିବ୍ୟ

©kshetriya Dibya
  #WoSadak
476ef65f38ae086e5b28a54a6e0b374e

kshetriya Dibya

ଦେହ ଖରାପ ଅଛି ତାମାନେ ନୁହଁ ଜେ 
ରୋଗ ହେଇଛି ।
କିଛି ଲୋକଙ୍କ ର ତ ଅନ୍ୟ ର
 ଖୁସି ଦେଖିଲେ ବି ଦେହ ଖରାପ୍ ହୁଏ।
:-ଦିବ୍ୟ

©kshetriya Dibya #Doctors
476ef65f38ae086e5b28a54a6e0b374e

kshetriya Dibya

ସେଇ ଭୂଜଳ କଟା ଅଛି, 
ସେଇ ତୁଠ ଅଛି
         ସେଠାରେ ଦେଖୁନି ତୋତେ,

ତୋତେ ଖୋଜି ଗଲେ ତୁଠ ପଥରଟା
     ଖାରାପ ଭାଷା ରେ ଗାଳି କରୁଛି     ମୋତେ।
:-ଦିବ୍ୟ

©kshetriya Dibya ,❤️

,❤️ #Love

476ef65f38ae086e5b28a54a6e0b374e

kshetriya Dibya

476ef65f38ae086e5b28a54a6e0b374e

kshetriya Dibya

ମୋତେ ଆପଣ ଭଲ ପାଆନ୍ତୁ କି ଘୃଣାକରନ୍ତୁ
ଆପଣାର ଭାବନ୍ତୁ କି ପର  ଭାବନ୍ତୁ।
ଜେତେ ଦୁର କଲେ ବି 
ମୋତେ 
 ଭୁଲି ପାରିବେ ନାହିଁ।
#ଦିବ୍ଯ

©kshetriya Dibya #Love
476ef65f38ae086e5b28a54a6e0b374e

kshetriya Dibya

ଆତ୍ମା CPU ହେଲେ, 
ମନ RAM, 
ଚୈତ୍ୟ ସତ୍ତା Internal Hard Drive ଆଉ ପ୍ରାଣସତ୍ତା ହେଲା
External Hard Drive !!'

ସତରେ ଅବୁଝା ରହିଗଲା !
 ସାରା ଜୀବନ Word, Excel
 ଆଉ
 Powerpoint କୁ ନେଇ ସନ୍ତୁଷ୍ଟ ରହିଲା ପରେ 
ଏତେ କଥା ବୁଝିବାକୁ ସମୟ ମିଳିଲା କେଉଁଠି .
#Dibya

©kshetriya Dibya Jay shree ram

Jay shree ram #Society #Dibya

476ef65f38ae086e5b28a54a6e0b374e

kshetriya Dibya

ନାଲି ରଙ୍ଗ ତୁମର ସେ ସୁନ୍ଦର ସିଥି ପାଇଁ।।
ଗେରୁଆ ରଙ୍ଗ ତୁମର ସେ ସୁନ୍ଦର ଗାଲ  ପାଇଁ।।
ନୀଳ ରଙ୍ଗ ତୁମର ସେ ସୁନ୍ଦର ଆଖି ପାଇଁ।।
ହଳଦି ରଙ୍ଗ ତୁମର ସେ ସୁନ୍ଦର ହାତ ପାଇଁ। ।
ଗୋଲାପି ରଙ୍ଗ ତୁମର ସେ ସୁନ୍ଦର ଓଠ ପାଇଁ।।
Happy Holi
#Dibya

©kshetriya Dibya
476ef65f38ae086e5b28a54a6e0b374e

kshetriya Dibya

ଜୀବନ ର 
ଅନ୍ଯ ନାମ 
ଯନ୍ତ୍ରଣା।

©kshetriya Dibya #Rose
476ef65f38ae086e5b28a54a6e0b374e

kshetriya Dibya

Happy international women's day
 to all the BRAVE and BEAUTIFUL women in the world.......
jay matadi❤🚩

:-Dibya

©kshetriya Dibya #apart
476ef65f38ae086e5b28a54a6e0b374e

kshetriya Dibya

ଦେହ କେବେ ବଧୂ ହୋଇନାହିଁ,
ଆତ୍ମା କେବେ ବିଧବା ହୋଇନି ||
:-ଦିବ୍ଯ

©kshetriya Dibya #ValentinesDay
loader
Home
Explore
Events
Notification
Profile