Nojoto: Largest Storytelling Platform

ପ୍ରେମ ମାନେ ଯନ୍ତ୍ରଣା ଯିଏ ଏ ଯନ୍ତ୍ରଣାକୁ ହସି ହସି ସହିଯା

ପ୍ରେମ ମାନେ ଯନ୍ତ୍ରଣା
ଯିଏ ଏ ଯନ୍ତ୍ରଣାକୁ ହସି ହସି ସହିଯାଏ 
ତା ପାଇଁ ପ୍ରେମ ଅମର ହୋଇ ଯାଏ,
ଯିଏ ଏ ଯନ୍ତ୍ରଣା ସହି ନ ପାରେ
ସିଏ ବଦନାମ୍ ହୋଇଯାଏ।

©jagamohan Pradhan #ପ୍ରେମ #ଯନ୍ତ୍ରଣା #odiawritings #jagamohan
ପ୍ରେମ ମାନେ ଯନ୍ତ୍ରଣା
ଯିଏ ଏ ଯନ୍ତ୍ରଣାକୁ ହସି ହସି ସହିଯାଏ 
ତା ପାଇଁ ପ୍ରେମ ଅମର ହୋଇ ଯାଏ,
ଯିଏ ଏ ଯନ୍ତ୍ରଣା ସହି ନ ପାରେ
ସିଏ ବଦନାମ୍ ହୋଇଯାଏ।

©jagamohan Pradhan #ପ୍ରେମ #ଯନ୍ତ୍ରଣା #odiawritings #jagamohan