Nojoto: Largest Storytelling Platform

ଆମେ ଭାରତର ନାଗରିକ ମାନେ ସମ୍ବିଧାନ ଉପରେ ନିଜର ବିଶ୍ଵାସ ଜ

ଆମେ ଭାରତର ନାଗରିକ ମାନେ ସମ୍ବିଧାନ ଉପରେ ନିଜର ବିଶ୍ଵାସ ଜ୍ଞାପନ ପୂର୍ବକ ଏତତଦ୍ୱରା ପ୍ରତିଜ୍ଞା କରୁଅଛୁ ଯେ ଦେଶର ଗଣତାନ୍ତ୍ରିକ ମର୍ଯ୍ୟାଦା ରଖିବା ପାଇଁ ତଥା ଦେଶରେ ମୁକ୍ତ, ନ୍ୟାୟସଙ୍ଗତ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନ ବାତାବରଣ ସୃଷ୍ଟି ନିମନ୍ତେ ଅନୁବଦ୍ଧିତ ରହି ପ୍ରତ୍ୟେକ ନିର୍ବାଚନରେ ନିର୍ଭୀକ ଭାବରେ ଏବଂ ବିନା କୌଣସି ଧର୍ମ, ଜାତି,ସମ୍ପ୍ରଦାୟ, ଭାଷା କିମ୍ବା ପ୍ରଲୋଭନର ଶିକାର ନ ହୋଇ ଆମ୍ଭର ଭୋଟ କୁ ପ୍ରଦାନ କରିବୁ। Collab with Democrats & Dissenters on this #dndbackground prompt and enrich it with your thought provoking words.

#yqbaba #dndwow #dndwow18 #yqdnd #yqdidi  #YourQuoteAndMine
Collaborating with Democrats & Dissenters

alokranjan1775

K Bilasen

New Creator